ନୂଆଦିଲ୍ଳୀ: ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିଚାଲିଛି । ତେବେ ଏହା ୨୦୧୯ ମସିହାରେ ଆଜିର ଦିନରେ ଆରମ୍ଭ ହୋଇଥିଲା। ୧୪ ଲକ୍ଷରୁ ଅଧକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଆଜି ଏହାକୁ ଗୋଟିଏ ବର୍ଷ ପୁରଣ ହୋଇଥିବା ବେଳେ କରୋନା ପ୍ରଭାବ ଯଦିଓ କିଛି ମାତ୍ରାରେ ହ୍ରାସ ପାଇଛି କିନ୍ତୁ ବିଶ୍ୱର ପ୍ରତ୍ୟେକଟି କ୍ଷେତ୍ରରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ପ୍ରସିଦ୍ଧ ମେଡିକାଲ୍ ପତ୍ରିକା ଲାନସେଟ୍ ଚଳିତ ବର୍ଷ ଜାନୁୟାରୀ ୨୪ରେ ହୋଇଥିବା ଅଧ୍ୟୟନରେ ପ୍ରକାଶ କରିଥିଲା ଯେ ଚୀନ୍ର ୱୁହାନରେ ୨୦୧୯ ଡିସେମ୍ବର ୧୦ରେ କରୋନା ସଂକ୍ରମଣର ପ୍ରଥମ ମାମଲା ଦେଖାଦେଇଥିଲା ।



Visitors Today : 0
Total Visitors : 130303
Total Views : 9891806
Visitors Online Now : 0