ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତ ୨୪ ଘଣ୍ଟାରେ ୮୭ । ସେଥି ମଧ୍ୟରୁ ୨୨୦ କ୍ୱାରେଣ୍ଟିନ ସେଣ୍ଟରରୁ ଏବଂ ୧୬୭ ଲୋକାଲ କେସ୍ । ଯାହାରସୂଚନା ଦେଇଛନ୍ତି, ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୦୨୯ ଛୁଇଁଥିବାବେଳେ ସୁସ୍ଥ ହୋଇଛନ୍ତି ୩,୧୭,୮୭୦ । ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ୍ ଅଛି ୩୩୦୮ରହିଛି। ଆଜି ରାଜ୍ୟର ସୁନ୍ଦରଗଡ଼ରୁ ସର୍ବାଧିକ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ଉଦ୍ଧାର ହୋଇଛନ୍ତି ୫୧। ଅନୁଗୁଳରେ ୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୨୫ ଓ ଭଦ୍ରକରେ ୨୧ ଜଣ ଚିହ୍ନଟ ହୋଇଛନ୍ତି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0