spot_img

କଟକଣା ଭିତରେ ଚାଲିଛି ପ୍ରଭୁଙ୍କ ନୀତିକାନ୍ତି

ଆଠଗଡ: ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର । କିନ୍ତୁ ଚଳିତ ବର୍ଷ ପ୍ରଥମ ସୋମବାରରେ ଭକ୍ତଶୂନ୍ୟ ହୋଇଛି ଆଠଗଡର ଧବଳେଶ୍ୱର ପୀଠ। ପ୍ରତ୍ୟେକ ବର୍ଷ କାର୍ତ୍ତିକ ସୋମବାରରେ ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗି ରହୁଥିଲା। ଏଥର କରୋନା କଟକଣା ଯୋଗୁଁ ଧବଳେଶ୍ୱର ପୀଠରେ ପ୍ରଭୁଙ୍କ ନୀତିକାନ୍ତି ଚାଲିଛି । କିନ୍ତୁ ଭକ୍ତଙ୍କ ଦର୍ଶନ ଓ ପ୍ରବେଶ ଉପରେ କଟକଣା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular