spot_img

ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ

ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କୋଭିଡ୍‌ ଟେଷ୍ଟ ବ୍ୟବସ୍ଥା କରାଯାଇଛି। ବାହାରୁ ଆସୁଥିବା ଯାତ୍ରୀ କରି ପାରିବେ ଟେଷ୍ଟ। ଭୁବନେଶ୍ବରରେ ବିଭିନ୍ନ ବସ୍ତିରେ ମଧ୍ୟ ଟେଷ୍ଟ କରାଯିବ। ଡିସେମ୍ବର ଶେଷ କିମ୍ବା ଜାନୁଆରୀରେ ସେରୋ ସର୍ଭେ କରାଯିବ।

ଡିସେମ୍ବର ଓ ଜାନୁଆରୀ ମାସ ସମସ୍ତଙ୍କ ପାଇଁ  ଗୁରୁତ୍ବପୂର୍ଣ୍ଣ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଆଲୋଚନା ପରେ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular