କରୋନା ସାରା ବିଶ୍ଵ ରେ ଆତଙ୍ଗ ସୃଷ୍ଟି କରିଥିବା ସମୟରେ ଲୋକ ମାନେ ସୁସ୍ଥ ରହିବା ପାଇଁ କେନ୍ଦ୍ର ସରକାର କୋଭିଡ଼ି ଟୀକା ବ୍ୟବସ୍ଥା କରି ଥିଲେ ମଧ୍ୟ ନୟାଗଡ ଜ଼ିଲ୍ଲା ଗଣିଆ ମେଡିକାଲ ରେ ଆଜି ସକାଳ 8ଘଟିକା ସମୟରେ ଟୀକା ନେବା ପାଇଁ ଆସିଥିବା ଲୋକମାନେ ନାହିଁ ନଥିବା ଅସୁବିଧା ଦେଖିବାକୁ ମିଳିଛି, ଆମ ରିପୋଟର ଗ୍ରାଉଣ୍ଡ କୁ ଯାଇ ଦେଖିବାରେ ଜଣା ଗଲାଯେ ଶହ ଶହ ଲୋକ ମାନେ ଟୀକା ନେବାପାଇଁ ଧାଡି ରେ ଠିଆ ଥିଲେ କାହାର ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୂରତା ନକରି ଟୀକା ଦିଆଯାଉଛି, କଟକ ଜ଼ିଲ୍ଲା ର ବଡମ୍ବା ନରସିଂହପୁର ଲୋକ ମନକୁ ଦେଖି ବାକୁ ମିଳିଛି, ଗଣିଆ ବ୍ଲକ ର ଲୋକ ମାନେ ନିରାଶ ହୋଇ ଘରକୁ ଫେରି ଯାଉଛନ୍ତି,,ଟୀକା କେନ୍ଦ୍ରରେ ପ୍ରବଳ ଗହଳି ଦେଖି ମେଡିକାଲ ଇନିଚାର୍ଜ ମଧୁସୂଦନ ଦାସ ଗଣିଆ ପୋଲିସ ସହାୟତା ମାଗି ବାରୁ ପୋଲିସ କର୍ମଚାରୀ ମାନେ ଆସି ଲୋକମାନଙ୍କୁ ଆୟତ କରିବା ସହ ଧାଡି ରେ ଠିଆ ହୋଇ ଟୀକା ନେବାକୁ ଅନୁରୋଧ କରିଥିଲେ |



Visitors Today : 1
Total Visitors : 130423
Total Views : 9891953
Visitors Online Now : 0