ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତ ଗ୍ରାହକ ସୁନା ଓ ରୂପା କିଣିବା ସମୟରେ ହଲମାର୍କ ଚିହ୍ନକୁ ଦେଖି କିଣୁଛନ୍ତି । ତେବେ ହଲମାର୍କ ପ୍ରକିୟା ସମୟରେ ପ୍ରଦୂଷଣ ବ୍ୟାପିଥାଏ । ଏନେଇ ଆଜି କେନ୍ଦ୍ରୀୟ ପର୍ଯ୍ୟାବରଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଓଡିଶା ସମେତ ଦେଶର ୯୨୬ଟି ହଲମାର୍କ କେନ୍ଦ୍ରମାନଙ୍କ ପାଇଁ ନିଦେ୍ର୍ଦଶାବଳି ଜାରି କରିଛି । ଏହା ଦ୍ୱାରା ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇପାରିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0