spot_img

ଘଷିପୁରାରେ ବ୍ଲକ ସ୍ତରୀୟ କ୍ରିକେଟ ଖେଳ ଅନୁଷ୍ଠିତ

ଘଷିପୁରାରେ ବ୍ଲକ ସ୍ତରୀୟ କ୍ରିକେଟ ଖେଳ ଅନୁଷ୍ଠିତ । ମା ତାରିଣୀ ୟୁଥ କ୍ଲବ ଆନୁକୂଲ୍ୟରେ ଆଜି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚ ଟମକା ଓ କୂପଣ୍ଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍ ଜିତି ଟମକା ଦଳ ବ୍ୟାଟିଂ କରି ୮୮ ରନ କରିଥିଲା । ପରେ କୂପଣ୍ଡି ୯୦ ରନ କରି ମ୍ୟାଚ ଜିତିନେଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ଯୋଗ ଦେଇଥିଲେ । ଘଷିପୁରା ବ୍ଲକ ବିଜେଡି ସଭାପତି ମନ୍ମଥ ରାଉତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular