spot_img

କଟକ ସହରରୁ ଆଜି ୩୦୨ କରୋନା ଆକ୍ରାନ୍ତ ଚିହ୍ନଟ..

କଟକ ସହରରୁ ଆଜି ପୁଣି ୩୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ସ୍ଥାନୀୟ ସଂକ୍ରମଣ ୧୧୮ ଜଣ ଥିବାବେଳେ ସରକାରୀ ସଂଗରୋଧରୁ ୮୧ ଜଣ, ଗୃହ ସଂଗରୋଧରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୨୧ଜଣ କରୋନା ଯୋଦ୍ଧା ମଧ୍ୟ କଟକ ସହରରୁ ଚିହ୍ନଟ ହୋଇଛନ୍ତି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular