କଟକ: କଟକ ଜିଲ୍ଳାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କଟକ ବଡ ଡାକ୍ତରଖାନାରୁ ପୁଣି ୨ଜଣ ଡାକ୍ତର, ଓ ଜଣେ ଷ୍ଟାର୍ଫ ନର୍ସ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କ ଭିତରୁ ଚର୍ମ ରୋଗ ଡାକ୍ତର ଥିବା ବେଳେ ଅନ୍ୟଜଣେ ଏମବିବିଏସ୍ ଶେଷ ବର୍ଷ ଡାକ୍ତରୀ ଛାତ୍ର ବୋଲି ଜଣାପଡିଛି । ଅନ୍ୟପଟେ କଟକ ଜିଲ୍ଲାରୁ ବର୍ତ୍ତମାନ ସୁଦ୍ଧା ୩୨୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0