spot_img

ହସ୍ପିଟାଲରେ ପୁଣି ଭର୍ତ୍ତି ହେଲେ ଦାଦା

କଲିକତା: ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ପୁଣି ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବାରୁ ସ୍ଥାନୀୟ ଆପୋଲୋ ହସ୍ପିଟାଲ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଜାନୁଆରୀ ୨ ତାରିଖ ଦିନ ଛାତିରେ ଯନ୍ତ୍ରଣା ଯୋଗୁ ତାଙ୍କୁ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଲଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ତେବେ ଏବେ ପୁଣି ସେହି ସମସ୍ୟା ସୃଷ୍ଟି ହୋଇଛି ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular