ସୁନ୍ଦରଗଡ଼ : ବାରହା ଶିକାର ପାଇଁ ଇଲେକ୍ଟ୍ରି ତାର ବିଛାଇଥିଲେ, ହେଲେ ସେଥିରେ ନିଜେ ପଡି ପ୍ରାଣ ହରାଇଲେ । ସୁନ୍ଦରଗଡ ସଦର ଫରେଷ୍ଟ ରେଞ୍ଜ ବଡ଼ମାହଲ ଗାଁର ଘଟଣା ।
ଖବର ଅନୁଯାୟୀ, ବାରହା ଶିକାର କରିବାକୁ ବିଲରେ ବିଦ୍ୟୁତ ତାର ବିଛାଇଥିଲେ ଶିକାରୀ । ସକାଳୁ ସକାଳୁ ଯାଇ ବାରହା ପଡିଛି କି ନାହିଁ ଦେଖିବାକୁ ଯାଇଥିବାବେଳେ ନିଜ ଜାଲରେ ନିଜେ ପଡିଯାଇଥିଲେ । ଅସାବଧାନତା କାରଣରୁ ନିଜ ଦେହରେ ଲାଗି ଯାଇଥିଲା କରେଣ୍ଟ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।



Visitors Today : 1
Total Visitors : 130211
Total Views : 9891679
Visitors Online Now : 0