spot_img

ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା

ଭୁବନେଶ୍ୱର : ଡାକରା ଦେଲେ ଚାଷୀ , ଆସନ୍ତା ୮ ତାରିଖରେ ଭାରତ ବନ୍ଦ । ଚାଷୀଙ୍କ ବନ୍ଦ ଏକ ଭିଡିଓ ଜାରି କରି ଡାକରାକୁ କଂଗ୍ରେସ ସମର୍ଥନ ଦେଉଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ନିରଞ୍ଜନ କହିଛନ୍ତି ଯେ, ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ପୂରାପୂରି ସମର୍ଥନ ଦେଉଛି। କେବଳ ଏତିକି ନୁହେଁ ବରଂ ଚାଷୀ ଦେଇଥିବା ଭାରତ ବନ୍ଦ ଡାକରାରୁ ଓଡିଶାବାସୀ ସମର୍ଥନ ଦେବା ଲାଗି ସେ ଆହ୍ୱାନ ମଧ୍ୟ କରିଛନ୍ତି । ତେବେ ସାରା ଦେଶରେ କୁହୁଳିବାରେ ଲାଗିଛି ଚାଷୀ ଅସନ୍ତେ।ଷ । ୧୦ ଦିନ ହେଲ।ଣି ରାଜଧାନୀ ଦିଲ୍ଲୀ ସୀମାରେ ଚାଷୀମାନେ ଏକାଠି ହେ।ଇଛନ୍ତି । ପୂର୍ବରୁ ସରକାରଙ୍କ ସହ ଚାଷୀମାନଙ୍କର ବହୁବାର ଆଲେ।ଚନା ହେ।ଇଛି । କିନ୍ତୁ କୌଣସି ଫଳପ୍ରଦ ହେ।ଇନାହିଁ । ତେଣୁ ସେମାନେ ନିଜ ଦାବୀ ପୂରଣ କରିବାକୁ ଏପରି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular