କରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ଗୁରୁତର ପ୍ରଭାବିତ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ପ୍ରଭାବିତ ହେବାରେ ଲାଗିଛି । ଏଥିସହ ସମସ୍ତେ ରୋଜଗାର ମଧ୍ୟ ହରେଇବାକୁ ଲାଗିଲେଣି । ଏହି ଭାଇରସ ଯୋଗୁଁ ସବୁ କମ୍ଫାନୀ ଠୁ ଆରମ୍ଭ କରି ବଡ ବଡ ସେକ୍ଟର ମଧ୍ୟ ପ୍ରଭାବିତ ହେବାରେ ଲାଗିଲାଣି । ଏହାରି ଭିତରେ ଯଦି ଆମେ ଦେଖିବା ଦେହ ବ୍ୟବସାୟ ମଧ୍ୟ ବାଦ୍ ପଡିନି । କରୋନା ଭାଇରସ ଯୋଗୁଁ ୟୁରୋପର ସବୁଠାରୁ ବଡ ବ୍ରଥେଲ ନିଜକୁ ଦେବାଳିଆ ଘୋଷଣା କରସାରିଥିବା ବେଳେ ଗତ କିଛିମାସ ହେଲା କରୋନା ଭାଇରସ ମହାମାରୀ ଯୋଗୁଁ ହୋଇଥିବା କଟକଣା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି । ଗତ ୫ମାସରେ କର୍ମଚାରୀ ଯେପରକି ଭାବେ ପ୍ରଭାବିତ ହୋଇଛି ସେପରି ଭାବେ ରୁପଜୀବି ଙ୍କ ମଧ୍ୟ ବନ୍ଦ ହୋଇଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0