spot_img

 କିରାତାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

କଟକ: ଆଜି ପବିତ୍ର ବଡଓଷା । କିରତଅର୍ଜୁନ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ମାତ୍ର କରୋନା କଟକଣା ପାଇଁ ଏହି ଦୁର୍ଲଭ ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି ଭକ୍ତ । ଆଜି ମଧ୍ୟରାତ୍ରୀରେ ବାବାଙ୍କ ପାଖରେ ଗଜଭୋଗ ଲାଗି କରାଯିବ । ଏହି ଭୋଗକୁ ଗଜା ପିଠା କୁହାଯାଏ । ମହାଦେବଙ୍କୁ ଅର୍ପଣ ପରେ ଭକ୍ତ ମାନେ ଏହାକୁ ସେବନ କରିଥାନ୍ତି । କୁହାଯାଏ ବ୍ରହ୍ମାଙ୍କ ଦ୍ୱାରା ଶାପଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳେଶ୍କବର ପୀଠକୁ ଆସି ଶାପ ମୁକ୍ତ ହୋଇଥିଲେ । ସେପଟେ ଭକ୍ତଙ୍କୁ ମନ୍ଦିର ଆସିବାକୁ ମନା ହୋଇଥିବା ବେଳେ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular