ଲିଟର ପିଛା ଡିଜେଲ ଦାମ ଆଜି ୧୦ରୁ ୧୨ ପଇସା ଖସିଛି । ଫଳରେ ମହଙ୍ଗା ଡିଜେଲ ଚିନ୍ତାରୁ ଉପଭୋକ୍ରାମାନେ ଆଶ୍ୱସ୍ତି ପାଇଛନ୍ତି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ ଲଗାତାର ହ୍ରାସ ଜାରି ରହିଛି । ଯାହା ଦ୍ବାରା ଆଗାମୀ ଦିନରେ ଡିଜେଲ ଦାମରେ ଆହୁରୀ ହ୍ରାସ ସମ୍ଭାବନା ଅଛି । ଅଶୋଧିତ ତୈଳ ଦାମ ହ୍ରାସ ଦ୍ବାରା ପେଟ୍ରୋଲ ଦାମ ବି କମିପାରେ ।
ତୈଳ ମାର୍କେଟିଂ କମ୍ପାନୀ ସୋମବାର ଡିଜେଲ ଦାମ ଲିଟର ପ୍ରତି ଦିଲ୍ଲୀ ଓ କୋଲକତାରେ ୧୧ ପଇସା ଓ ମୁମ୍ବାଇରେ ୧୨ ପଇସା ଓ ଚେନ୍ନାଇରେ ୧୦ ପଇସାହ୍ରାସ କରିଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0