ନୂଆଦିଲ୍ଲୀ : କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଷ୍ଟେସନମାନଙ୍କର ନିୟମରେ ପରିବର୍ତ୍ତନ କରାଯାଇଛି । ଛୋଟ ରେଳ ଷ୍ଟେସନରେ ଯାତ୍ରୀମାନଙ୍କର ପ୍ରବେଶ ଓ ପ୍ରସ୍ଥାନ ବାଟ ଅଲଗା କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ସାନିଟାଇଜେସନ୍, ଥର୍ମାଲ ସ୍କ୍ରିନିଂ ସହ ସମସ୍ତ ଯାତ୍ରୀମାନଙ୍କ ଉପରେ ସିସିଟିଭି କ୍ୟାମେରାରେ ନଜର ରଖାଯିିବ । ବର୍ତ୍ତମାନ ଦେଶରେ ଖୁବ୍ କମ୍ ଟ୍ରେନ ଚଳାଚଳ କରୁଛି । ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ହେବାର ଯୋଜନା ଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0