spot_img

ପୁଣି ହ୍ରିତିକ୍‌ଙ୍କ ସହ କାମ କରିବେ ଡିମ୍ପଲ୍ ଗର୍ଲ

ମୁମ୍ବାଇଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରୁଥି ବା ଡିମ୍ପଲ୍ ଗାର୍ଲ ତଥା ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ଶ୍ରେଷ୍ଠ ଫିଲ୍ମରେ ଅଭିନୟ କରିଛନ୍ତି କେତେକ ଫିଲ୍ମ ପାଇଁ ତାଙ୍କୁ ଅନେକ ଆୱାର୍ଡ ମଧ୍ୟ ମିଳିଛିସାରିଛି ଯଦିଓ ପ୍ରୀତି ଜିଣ୍ଟା ଅନେକ ସମୟ ଧରି ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି କିନ୍ତୁ ସେ ଖୁବଶୀଘ୍ର ନୂଆ ରୂପରେ ଫେରୁଥିବା ନେଇ ଚର୍ଚ୍ଚା ହେଉଛି ଏବେ ପ୍ରୀତି ଜିଣ୍ଟା ଅଭିନେତ୍ରୀରୁ ଫିଲ୍ମ ନିର୍ମାତା ହୋଇ ଫେରୁଛନ୍ତି ମିଡିଆ ରିପୋର୍ଟ ଅନୁସାରେ ଡିସନୀ ହଟଷ୍ଟାରର ଏକ ୱେବ୍ ସିରିଜକୁ ନିର୍ମାଣ କରିବାକୁ ଯାଉଛନ୍ତି ପ୍ରୀତି ଜିଣ୍ଟା

ଏହି ୱେବ୍ ସିରିଜର ମୁଖ୍ୟ ଚରିତ୍ରରେ ପ୍ରୀତି ଜିଣ୍ଟାଙ୍କ ପୁରୁଣା ବନ୍ଧୁ ତଥା ଅଭିନେତା ହ୍ରିତିକ ରୋଶନଙ୍କୁ ଦେଖିବାକୁ ମିଳିବ ଉଭୟକୋଈ ମିଲ୍ ଗୟାଏବଂମିଶନ କାଶ୍ମୀରଭଳି ଅନେକ ଫିଲ୍ମରେ ଏଠାକି କାମ କରିଛନ୍ତି ସେବେଠାରୁ ଉଭୟଙ୍କ ମଧ୍ୟରେ ଭଲ ସଂପର୍କ ରହିଛି ତେଣୁ ସେ ଏହି ଓ୍ବେବ୍ ସିରିଜ୍ ପାଇଁ ହ୍ରିତିକଙ୍କୁ ସାଇନ୍ କରିଛନ୍ତି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular