ବିହାର: ବିହାରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନୀତିଶ କୁମାର । ରାଜ୍ୟରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିଛି। ତେଣୁ ଦୀପାବଳି ପରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ। ୧୬ ନଭେମ୍ବରରେ ନୀତିଶଙ୍କ ଶପଥଗ୍ରହଣ ସମାରୋହ ହୋଇପାରେ । ସପ୍ତମ ଥର ଲାଗି ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ । ୨ ହଜାର ମସିହାରୁ ସେ ବିହାରର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0