spot_img

ବୁଲା କୁକୁର କାମୁଡ଼ାରେ ୧୦ ଜଣ ଆହତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତ ଅଧିନସ୍ଥ କରୁଆଝର ଗ୍ରାମରେ ବୁଲା କୁକୁରର ଆତଙ୍କ ଦେଖିବାକୁ ମିଳିଛି । କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ରହିଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ ଦୁଇଟି ଆମ୍ବୁଲେନ୍ସ ଯୋଗେ ବଲାଙ୍ଗିର ସରକାରୀ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular