ୱାଶିଂଟନ: ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ଡୋନାଲ୍ଟ ଟ୍ରମ୍ପ ପ୍ରସ୍ତୁତ ହୋଇଛନ୍ତି। ଆମେରିକା ସିନେଟ ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କ ବିଜୟ ଉପରେ ମୋହର ଲଗାଯିବା ସହିତ ଉଭୟଙ୍କୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଛି। ଆସନ୍ତା ୨୦ ତାରିଖରେ ବାଇଡେନ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0