ଖଲ୍ଲିକୋଟ: କରୋନାରେ ମୃତ୍ୟୁବରଣ କରିଥିବା ୬ କରୋନା ଯୋଦ୍ଧାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କଲେ ଗଞ୍ଜାମ ଜିଲ୍ଳାପାଳ। କରୋନା ମହାମାରୀ ସମୟରେ କାର୍ୟ୍ୟରତ କରୋନା ଯୋର୍ଦ୍ଧାମାନେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ରାଜ୍ୟ ସରକାର ୫୦ ଲକ୍ଷ ଟଙ୍କାର ସହୟତା ଘୋଷଣା କରିଥିଲେ। ଏହି ସମୟରେ ଗଞ୍ଜାମ ଜିଲ୍ଲାର କିଛି ସରକାରୀ କର୍ମଚାରୀ ଡ୍ୟୁଟି ସମୟରେ କରୋନା ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0