spot_img

ନକଲି ଜର୍ଦ୍ଦା କାରଖାନା ଉପରେ ଚଢାଉ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଛତିଆ ବିଦ୍ୟାଧରଠାରେ ନକଲି ଜର୍ଦ୍ଦା କାରାଖାନା ଉପରେ ଚଢ଼ାଉ । ଚଢାଉ ବେଳେ ବିପୁଳ ପରିମାଣରେ ଜର୍ଦ୍ଦା ଜବତ ହୋଇଛି । ଏସଟିଏଫ ଆଡିସନାଲ ଏସପିଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଥିଲା । ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହେବା ସହ ଜଣଙ୍କୁ ଅଟକ ରଖିଛି ଏସଟିଏଫ । ଦୀର୍ଘ ଦିନ ଧରି ଏହି ନକଲି ଜର୍ଦ୍ଦା କରବାର ଚାଲିଥିବା ବେଳେ ଶୁକ୍ରବାର ଭୋରୁ ଭୋରୁ ମିଳିତ ଚଢ଼ାଉ କରି ଥିଲା ଏସଟିଏଫ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular