ନୂଆଦିଲ୍ଲୀ: ରବିବାର ସକାଳୁ ନିକୋବର ଦ୍ୱୀପରେ ୪.୬ ମ୍ୟାଗ୍ନିଚୁ୍ୟଡର ଭୂମିକମ୍ପ ଅନୁଭୂତ ହୋଇଛି । ସକାଳ ୬ଟା ୩୮ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ସେସମୋଗ୍ରାଫୀ ସେଣ୍ଟର ତରଫରୁ ସୂଚନା ମିଳିଛି । ଭୂମିପୃଷ୍ଠରୁ ପ୍ରାୟ ୮୨ କିଲୋମିଟର ଗଭୀରତା ପର୍ଯ୍ୟନ୍ତ ଏହି ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0