spot_img

ହିଞ୍ଜିଳି ଓ କୁକୁଡାଖଣ୍ଡିରେ ହାତୀପଲଙ୍କ ଉପଦ୍ରବ

ହିଞ୍ଜିଳିକାଟୁ: ହିଞ୍ଜିଳି ଓ କୁକୁଡା ଖଣ୍ଡି ବ୍ଲକରେ ହାତୀ ପଲଙ୍କ ଉପଦ୍ରବ । ପ୍ରାୟ ପାଞ୍ଚ ଦିନ ହେବ ଛୋଟ ବଡ ହାତୀକୁ ମିଶାଇ ପ୍ରାୟ ୧୪ଟି ବଣୁଆ ହାତୀ ପଲ ଧାନ ଖାଇବାକୁ ଆସି ବିଂଚି ପାଲିରେ ରହିଥିବାର ସୂଚନା ମିଳିଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ପରେ ଫରେଷ୍ଟ ଅଫିସର ମାନେ ଆସି ହାତୀ ପଲଙ୍କୁ ଘଉଡାଉ ଥିବାର ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular