spot_img

ଭିଜିଲାନ୍ସ ଜାଲରେ କୋଟିପତି ଅଧ୍ୟାପକ ଜି. ନାଗେଶ୍ୱର ରାଓ

ବଲାଙ୍ଗିର: ଆୟ ବହିଃଭୂତ ସମ୍ପତ୍ତିଠୁଳ ମାମଲା । ଭିଜିଲାନ୍ସ ଜାଲରେ ଧରାପଡିଲେ କୋଟିପତି ଅଧ୍ୟାପକ । ଏହି କୋଟିପତି ଅଧ୍ୟାପକ ହେଉଛନ୍ତି ପାରଳାଖିମୁଣ୍ଡିର ଜି. ନାଗେଶ୍ୱର ରାଓ । ସେ ଗୁରାଣ୍ଡିରେ ଥିବା ମୀନକେତନ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି । ଆଜି ତାଙ୍କ ବାସଭବନ ସହିତ ୬ଟି ଯାଗାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସର ୬ଟି ଟିମ୍ । ଚଢାଉ ବେଳେ ବିଡା ବିଡା ନୋଟ ସହିତ ବହୁ ପରିମାଣର ସୁନା ଗହଣା ଜବତ କରିଛି ଭିଜିଲାନ୍ସ ଟିମ୍ । ଶେଷ ଖବର ସୁଦ୍ଧା ୩୦ ଲକ୍ଷରୁ ଅଧିକ ଟଙ୍କା ସହ ସୁନା ଅଳଙ୍କାର ଜବତ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular