ସାରାବିଶ୍ୱରେ ଏବେ କରୋନା ମହାମାରୀ ଆତଙ୍କ । ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ବାନ୍ଦ୍ରା ସହରରେ ଗୋଟିଏ ପରିବାରର ୩୨ଜଣ କରୋନା ପଜିଟିଭ ସଂକ୍ରମିତ ହୋଇଥିବା ଜଣାପଡିଛି । ପୁର୍ବରୁ ଏହି ପରିବାରରେ ଜଣେ ବୟସ୍କ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ । ପରେ ପରିବାରର ଅନ୍ୟ ସଦସ୍ୟମାନଙ୍କର କରୋନା ଟେଷ୍ଟ ହୋଇଥିଲା ।ବର୍ତ୍ତମାନ ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ବର୍ତ୍ତମାନ ସମୟରେ କୈାଣସି ଅସୁବିଧା ନାହିଁ ବୋଲି ସିଏମଓ ଡାକ୍ତର ଏନଡି ଶର୍ମା କହିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0