ଭୁବନେଶ୍ୱର : କରୋନା ପାଇଁ ଫାବିପିରାଭିର ଔଷଧ ପାଇଁ ଆସିଲା SOP । ଫାବିପିରାଭିର ଔଷଧ ବ୍ୟବହାର ପାଇଁ SOP ଜାରି ହୋଇଛି । ଏହି SOP ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ହୋଇଛି । ସ୍ବାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ଚିଠି ଜାରି କରିଛନ୍ତି । କୋଭିଡ୍ ପାଇଁ ଏହି ଔଷଧ ବ୍ୟବହାର ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଜରୁରୀ ହୋଇଥିବା ବେଳେ ହୋମ୍ ଆଇସୋଲେସନରେ ଥିବା କୋଭିଡ୍ ଆକ୍ରାନ୍ତ ନେଇ ପାରିବେ ଫାବିପିରାଭିର ।



Visitors Today : 0
Total Visitors : 130213
Total Views : 9891684
Visitors Online Now : 0