ମସ୍କୋ: ଡୋପିଂ ନିୟମ ଭଙ୍ଗ କାରଣରୁ ରୁଷିଆକୁ ଟୋକିଓ ଅଲମ୍ପିକ୍ସରୁ ବାସନ୍ଦ ହେବା ପାଇଁ ପଡିଛି । ତେବେ ରୁଷିଆକୁ ଅଲମ୍ପିକ୍ସ ଭଳି ବିଶ୍ୱ ସ୍ତରୀୟ ଇଭେଣ୍ଟରୁ ବ୍ୟାନ ରୁଲିଂକୁ ସମର୍ଥନ କରିଛି କୋର୍ଟ ଅଫ ଆର୍ବିଟ୍ରେଶନ ଫର ସ୍ପୋଟରସ । ଯାହଫଳରେ ରୁଷିଆର ୪ ବର୍ଷର ବାସନ୍ଦ ସମୟସୀମାକୁ ଅଧା ହୋଇଛି । ଏପରି ନିଷ୍ପତି ନେବା ଦ୍ୱାରା ଆସନ୍ତା ୨୦୨୨ ଫିଫା ବିଶ୍ୱକପ ଏବଂ ଟୋକିଓ ଅଲମ୍ପିକ୍ସରେ ବିନା ଜାତୀୟ ପତାକା ଓ ଜାତୀୟ ସଙ୍ଗୀତରେ ଅଂଶଗ୍ରହଣ କରିବା ପାଇଁ ପଡିବ ।



Visitors Today : 0
Total Visitors : 130210
Total Views : 9891678
Visitors Online Now : 0