spot_img

ତୈଳଦର ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀଙ୍କ ପ୍ରତିକ୍ରିୟା

ପେଟ୍ରୋଲ୍ ,ଡିଜେଲ୍ ଦାମ୍ବୃଦ୍ଧିକୁ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି ଯେ, ଏହା ଏକ ଗମ୍ଭୀର ମୁଦ୍ଦା ଯେଉଁଥିରେ ମୂଲ୍ୟରେ ହ୍ରାସ କରିବା ଛଡ଼ା ଆଉ କୌଣସି ଉପାୟ ନାହିଁ ବା କୌଣସି ଉପାୟରେ ବ୍ୟବହାରକାରୀଙ୍କୁ ସନ୍ତୁଷ୍ଟ କରାଯାଇପାରିବ ନାହିଁ କେନ୍ଦ୍ର ଏବଂ ରାଜ୍ୟର ଉଭୟ ସରକାର ଉପଭୋକ୍ତାଙ୍କ ପାଇଁ ଉଚିତ୍ସ୍ତରରେ ଖୁଚୁରା ଇନ୍ଧନ ମୂଲ୍ୟରେ ହ୍ରାସ କରିବା ପାଇଁ ଆଲୋଚନା କରିବା ଆବଶ୍ୟକ ପେଟ୍ରୋଲିୟମ୍ରପ୍ତାନିକାରୀ ଦେଶର ମିଳିତ ସଂସ୍ଥା ବା  ଓପିଇସି ଇନ୍ଧନ ଉତ୍ପାଦନକୁ ନେଇ ଯେଉଁ ଅନୁମାନ ଲଗାଇଛନ୍ତି ତାହା ପୁନର୍ବାର ହ୍ରାସ ପାଇବାରେ ଲାଗିଛି ଯାହାକି ପୁଣିଥରେ ଚିନ୍ତାରେ ପକାଇ ପାରେ ତେଲର ଦାମ୍ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବା ସେ କହିଛନ୍ତି । ଏହା ଟେକ୍ନିକ୍ତରଫରୁ ମୁକ୍ତ କରିଦିଆଯାଇଛି ତେଲ କମ୍ପାନୀମାନେ କଞ୍ଚା ତେଲ କିଣୁଛନ୍ତି ଏବଂ ଏହାକୁ ରିଫାଇନ୍କରି ବଜାରରେ ବିକ୍ରି କରୁଥିବା ଅର୍ଥମନ୍ତ୍ରୀ କହିଛନ୍ତି  

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular