ବିଦ୍ୟୁତ ସର୍ଟ ସର୍କିଟରୁ ଘଟିଲା ଅଗ୍ନିକାଣ୍ଡ । ଜଳିଗଲା ୪ ପରିବାରର ୪ ବଖରା ଚାଳ ଘର । ଏଭଳି ଅଘଟଣ ଦେଖିବାକୁ ମିଳିଥିଲା ଖୋର୍ଧ୍ା ଜିଲ୍ଲାର ଚିଲିକା ବ୍ଲକ ବାଲିଆ ଗାଁରେ । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣା ପଡିଛି । ତେବେ କ୍ଷତିଗ୍ରସ୍ତ ପରିବାରଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0