ନୟାଗଡ଼: ନୟାଗଡ଼ ଜିଲ୍ଲା,ଭାପୁର ପଞ୍ଚାୟତ ସମିତିର ଅଷ୍ଟମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପର୍ବତଶିଖରରେ ବୈଷ୍ଣବୀଦେବୀ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରାଯାଇଥିଲା । ଗୋଇସିଙ୍ଗ ପର୍ବତ ଶିଖରରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଖଣ୍ଡପଡା ନିର୍ବାଚନମଣ୍ଡଳୀର ବିଧାୟକ ସୌମ୍ୟରଞ୍ଜନ୍ ପଟ୍ଟନାୟକ, ଭାପୁର ବିଡ଼ିଓ ଶ୍ରୀ ସତ୍ୟ ସୁନ୍ଦର ରାଉତ,ଫତେଗଡ ଥାନା ଅଧିକାରୀ ଗିରିଜାନନ୍ଦ ପଟ୍ଟନାୟକ,ଚେୟାରମ୍ୟାନ୍ ଶ୍ରୀ ଗୟାଧର ପରିଡା,ଭାପୁର ମେଡିକାଲର ମୁଖ୍ୟ ଅଧିକାରୀ ଡକ୍ଟର ସତ୍ୟପ୍ରିୟ ସାହୁ,ଭାପୁର ବ୍କକର ସମସ୍ତ କର୍ମଚାରୀ ,ଜିଲ୍ଲାପରିଷଦ,ସମସ୍ତ ସରପଂଚ ଓ ସମିତି ସଭ୍ୟ ପାର୍ଥୀ, ନିର୍ବାହୀଯନ୍ତୀ,ଭାପୁର କୃଷି ଅଧିକାରୀ ସମସ୍ତେ ଉପସ୍ଥିତ ରହିଥିଲେ। ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0