spot_img

ବିିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର: ଆୟୁଷ ନିର୍ଦ୍ଦେଶକ ବିିଭୂ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଙଇଝ ବିଭୂ ଷଡ଼ଙ୍ଗୀ ସ୍ୱତନ୍ତ୍ର ସଚିବ ପାହ୍ୟାର ଅଫିସର ଥିଲେ । ବିଭୂଙ୍କ ନାମରେ ଆସିଥିଲା ଅସଦାଚରଣର ଅଭିଯୋଗ । ଏନେଇ ଜୁଲାଇ ୯ରେ ବିଭୂଙ୍କୁ ଗିରଫ କରିଥିଲା ମହିଳା ଥାନା ପୋଲିସ । ଗିରଫ ପରେ ଚାକିରିରୁ ନିଲମ୍ବିତ କରିଥିଲେ ସରକାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular