ଢେଙ୍କାନାଳ : ଆଜି ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ । ନିରାଡମ୍ୱର ଭାବେ ୩୮ଟି ପୂଜା କମିଟିରେ ମାଙ୍କର ପୂଜାର୍ଚ୍ଚନା ହେଉଛି । ୧୦ ଦିନର ନିରାଡମ୍ୱର ଯାତ୍ରା ପରେ ଆଜି ମାଙ୍କୁ ମେଲାଣି ଦିଆଯିବ । ବିନା ବାଜା ଓ ଡିଜେରେ କେବଳ ପରମ୍ପରା ସାରିବା ଉପରେ ଧ୍ୟାନ ଦେଇଛି ଜିଲ୍ଲା ପ୍ରଶାସନ । ଆଇନ-ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଛି । ପୂଜା କମିଟିକୁ ଏନେଇ ସମସ୍ତ ସୂଚନା ଦିଆଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0