spot_img

ସାହାରପଡା ବ୍ଲକରେ ଚାଲିଛି ଜୁଆ ଓ ଦଣ୍ଡିପାଲି ଖେଳ

କେନ୍ଦୁଝର: ସାହାରପଡା ବ୍ଲକରେ ଖୁଲମ୍ ଖୋଲା ଚାଲିଛି ଜୁଆ ଓ ଦଣ୍ଡିପାଲି ଖେଳ । ସାରା ରାଜ୍ୟରେ ଏହି ସବୁ ଖେଳକୁ ପ୍ରଶାସନ ବେଆଇନ୍ ଭାବେ ଘୋଷଣା କଲେ ସୁଦ୍ଧା ବର୍ତ୍ତମାନ କିଛି ଅଞ୍ଚଳରେ ଏହିସବୁ ଖେଳ ଜାରି ରହିଛି । ଏହା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ । ବ୍ଲକର ଗୋରାସ ଗ୍ରାମ, ଦମାହୁଦା, ମାଛଗଡ, ଦିଗପୋଷି, ରାଇଡିଆ, ହାଣ୍ଡିଆସିଲି ମାଛଗଡ ଆଦିଗ୍ରାମ ମାନଙ୍କରେ ଦିନ ଦ୍ୱିପହରରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୁଲମ୍ ଖୋଲା ଚାଲିଛି ଖେଳ । ଏଦିଗରେ ପୋଲିସ ପ୍ରଶାସନ ପକ୍ଷରୁ କହିଁକି କୌଣସି ପଦକ୍ଷେପ ଗ୍ରହଣ କରାଯାଉନିି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular