spot_img

ଗଂଜେଇ ସହ ଜଣେ ଗିରଫ

ଜଳେଶ୍ୱର: ଜଳେଶ୍ୱରରୁ ଗଂଜେଇ ସହ ଜଣେ ଗିରଫ । ରବିବାର ବିଳମ୍ବିତ ରାତିରେ ରାଜପୁର ଅଂଚଳରୁ ଏହାକୁ ଜବତ କରାଯାଇଛି । ଜଳେଶ୍ୱର ଏସ.ଡ଼ି.ପି.ଓ ଏବଂ ଆଇଆଇସି ବିଶେଷ ଶୁତ୍ରରୁ ଖବର ପାଇ ରାଜପୁର ବସ୍ତି ଅଂଚଳରେ ଚଢାଉ କରିଥିଲେ । ପରେ ଶେଖ ଅଜାରରୁଦ୍ଦିନ ବ୍ୟକ୍ତି ନାମକ ଘରୁ ୩କେଜିରୁ ଅଧିକ ଗଂଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ କୋଡ଼ିଏ ହଜାର ହେବ ବୋଲି ଜଣାପଡ଼ିଛି । ତେବେ ଜବତ ସହ ଅଜାରୁଦ୍ଦିନକୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular