spot_img

ପୁଣି ଗଞ୍ଜେଇ ଚାଷ ନଷ୍ଟ

ରାୟଗଡା : ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଥାନା ବନ୍ଦ୍ରୀ ଗାଁ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ । ବେଆଇନ ଭାବେ ଲାଗିଥିବା ୫୨ ଏକର ଜାଗାରେ ଲାଗିଥିବା ଗଞ୍ଜେଇ ଗଛକୁ ନଷ୍ଟ କରିଛନ୍ତି ଅବକାରୀ, ପୋଲିସ ଓ ବନବିଭାଗର କର୍ମଚାରୀ । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ କୋଟିରୁ ଅଧିକ ହେବ ।ଗତ ଦୁଇ ଦିନରେ ଚନ୍ଦ୍ରପୁର ଥାନା ଅଞ୍ଚଳରୁ ୫୫ ଏକର ଜାଗାରେ ଲାଗିଥିବା ଗଞ୍ଜଇ ଚାଷକୁ୦ନଷ୍ଟ କରାଯାଇଥିଲା । ଏହି ଅଭିଯାନଟି ମୁନିଗୁଡା ଏସଡିପିଓଙ୍କ ନେତୃତ୍ବରେ ଏହି ଅଭିଯାନ ଜାରି ରହିଥିବା ବେଳେ ଏଥିରେ ମୁନିଗୁଡା ବନାଞ୍ଚଳ ଅଧିକାରୀ, ବିଷମକଟକ ଅବକାରୀ ଅଧିକାରୀ ଓ ଏହି ୩ ବିଭାଗର କର୍ମଚାରୀମାନେ ସାମିଲ ଅଛନ୍ତି ଓ

LEAVE A REPLY

Please enter your comment!
Please enter your name here

- Advertisment -

Most Popular