spot_img

ଚୈତ୍ରମାସ ଦ୍ୱିତୀୟ ପାଳିରେ ମା’ ତାରାତରିଣୀଙ୍କ ଗଜଲକ୍ଷ୍ମୀ ବେଶ

ଚୈତ୍ରମାସ ଦ୍ୱିତୀୟ ପାଳିରେ ମା’ ତାରାତରିଣୀଙ୍କ ଗଜଲକ୍ଷ୍ମୀ ବେଶ
ଗଂଜାମ: ଗଂଜାମ ଜିଲ୍ଲାର ପ୍ରସିଦ୍ଧ ମାଆ ତାରା ତାରିଣୀ ଙ୍କ ମନ୍ଦିରରେ ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାରେ ମା’ଙ୍କର ଗଜଲକ୍ଷ୍ମୀ ବେଶ ଦେଖିବାକୁ ମିଳିଛି । ପୂଜାର୍ଚନା କୋଭିଡ କଟକଣା ଭିତରେ ସମ୍ପୁର୍ଣ୍ଣ ହୋଇଯାଇଛି । ଏଥି ମଧ୍ୟରେ କରୋନା ମହାମାରୀ କୁ ଆଧାର କରି ମାନସିକଧାରୀ ମାନଙ୍କର ମୁଣ୍ଡନ ଉପରେ ଗଂଜାମ ଜିଲ୍ଲାପାଳ ରୋକ ଲଗାଇଛନ୍ତି । ଭୋଜି ଭାତର ଆୟୋଜନ କୁ ମଧ୍ୟ ବାରଣ କରାଯାଇଛି । ମୁଖ୍ୟତ ଦର୍ଶନ ବ୍ୟବସ୍ଥାକୁ ସୁରୁଖୁରୁ ମଧ୍ୟରେ ସରାଇବାକୁ ନିର୍ଦେଶ ଦିଆଯାଇଛି । ପୋଲିସ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା କୁ ମଧ୍ୟ ଦୃଷ୍ଟି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular