ବିଗବସ-୧୪ର ସିଜିନ ଶେଷ ହେବା ପୂର୍ବରୁ ସାମ୍ନାକୁ ଆସିଲା ବିଜେତାଙ୍କ ନାମ । ପ୍ରଶଂସକ ମାନେ ଏହି ସିଜିନର ବିଜେତାଙ୍କୁ ଉସôାହର ସହିତ ଅପେକ୍ଷା କରିଛନ୍ତି । ହେଲେ ଗୁଗୁଲରେ ସୋ ଶେଷ ହେବା ପୂର୍ବରୁ ବିଜେତାଙ୍କ ନାଁ ସାମ୍ନାକୁ ଆସୁଛି । ଯାହାକୁ ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି । ତେବେ ଘଟଣା ଏହିପରି ଯେ ,ଯଦି ଆପଣ ଗୁଗୁଲରେ ବିଗବସର-୧୪ର ବିଜେତାଙ୍କ ନାମ ସର୍ଚ୍ଚ କରୁଛନ୍ତି । ତେବେ ସେଥିରେ ପ୍ରତିଯୋଗୀ ରୁବିନା ଦିଲାଇକାଙ୍କର ନାମ ସାମ୍ନାକୁ ଆସୁଛି । ରୁବିନାଙ୍କ ନାମ ଦେଖି ତାଙ୍କ ପ୍ରଶଂସକ ମାନେ ବେସ ଖୁସି ଅଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0