ନୂଆଦିଲ୍ଲୀ: ଆଜି ସର୍ବଦଳୀୟ ବୈଠକ। ଆଫଗାନ ସ୍ଥିତିକୁ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଫଗାନିସ୍ତାନରେ ବଡ଼ ନିବେଶ କରିଛି ଭାରତ। ତେଣୁ ଆଫଗାନିସ୍ତାନରେ ତାଲିବାନ ରାଜ୍ ଭାରତ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ।

ଭାରତ ଆଗକୁ ଏନେଇ କ’ଣ ରଣନୀତି ଆପଣେଇବ ସେନେଇ କେନ୍ଦ୍ର ସରକାର ସମସ୍ତ ରାଜନୈତିକ ଦଳ ସହ ଆଲୋଚନା କରିବ। ଏହା ସହ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବର୍ତ୍ତବାନ ଆଫଗାନ ସ୍ଥିତି ନେଇ ସମସ୍ତ ରାଜୈନତିକ ଦଳକୁ ଅବଗତ କରାଇବେ। ଏନେଇ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ଵିଟ କରି ସୂଚନା ଦେଇଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0