spot_img

ସାରଥୀ ପରିବାର ପକ୍ଷରୁ ଗରିବଙ୍କୁ ସାହାଯ୍ୟ

ଏଠି ଚାଲିଛି,ଦରିଦ୍ର ନାରାୟଣ ସେବା। ଏ ସେବା କେଉଁ ବ୍ୟକ୍ତିଗତ ନୁହେଁ। ଏ ସେବା ଏକ ମହାନ ପାରମ୍ପରା ର ସେବା।କେନ୍ଦ୍ରାପଡ଼ା ଜିଲ୍ଲା ଅଳି,କନିକା ଓ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ମିଳିତ ସାରଥୀ ପରିବାର ର ସେବା।ସାରଥୀ ଦେବଙ୍କ ଜନ୍ମ ତିଥି ଅର୍ଥାତ୍ ପବିତ୍ର ପୁଣ୍ୟ ମାସ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସାରଥୀ ପରିବାର ପକ୍ଷରୁ ଦୁଃଖି, ରଙ୍କି ଓ ଦରିଦ୍ରମାନଙ୍କ ଉଦ୍ୟସରେ ବଢାଇ ଆସୁଛନ୍ତି,ସାହାଯ୍ୟ ଓ ସହଯୋଗର ହାତ।ଚଳିତ ବର୍ଷ ସେହି ମାନଙ୍କ ଉଧ୍ୟେଶରେ ବସ୍ତ୍ର ଠାରୁ ଆରମ୍ଭ କରି ଶୀତ ବସ୍ତ୍ର ପର‌୍ୟ୍ୟନ୍ତ ଏବଂ ନିତ୍ୟ ବ୍ୟବହୃତ ଜିନିଷ ପତ୍ର ମଧ୍ୟ ଯୋଗାଇ ଦେଉଛନ୍ତି ପୁଣ୍ୟ ପବିତ୍ର କାର୍ତ୍ତିକ ମାସର ଏ ପ୍ରକୋପ ଶୀତ ଏବଂ ଅଭାବ ଅନାଟନରେ ଜୀବନ ଅତିବାହିତ କରୁଥିବା ଦୁଃଖି ରଙ୍କୀ ଦରିଦ୍ର ପରିବାରଙ୍କ ଜନ କଲ୍ୟାଣ ଉଦ୍ଦେଶ୍ୟରେ ଏ ସେବା ଉତ୍ସର୍ଗିକୃତ। ଏ ସେବା ଯୋଗାଇ ଦେବାର ମୁଖ୍ୟ ପରିଚାଳକ ମାନେ ହେଲେ। ସାରଥୀ ପରିବାର ର ଏ ସେବା ପାଇ ଦୁଃଖି, ରଙ୍କି ଓ ଦରିଦ୍ର ମାନେ ଭୂୟସୀ ପ୍ରଶଂସା କରିବା ସହିତ ସାରଥୀ ଦେବଙ୍କ କୃପା ଭିକ୍ଷା କରି ଆନନ୍ଦିତ ହେବା ସହ ସାରଥୀ ପରିବାର ର ସମସ୍ତ ସଦସ୍ୟ ମାନଙ୍କର ଦୀର୍ଘାୟୁ କାମନା କରି ଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular