ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ମାସରୁ ବଢ଼ିବ ବିଦ୍ୟୁତ୍ ଦର । ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ୍ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ୟୁନିଟ୍ ପିଛା ୨୦ ପଇସା ଦର ବୃଦ୍ଧି ନେଇ ଏହି ନିଷ୍ପତ୍ତି ନିଆଯାଇଛି । ବର୍ଦ୍ଧିତ ଦରରୁ କୁଟୀର ଜ୍ୟୋତି ଓ ଚାଷୀ ଉପଭୋକ୍ତାଙ୍କୁ ବାଦ ଦିଆଯାଇଛି । ୫୦ ୟୁନିଟ୍ ପର୍ଯ୍ୟନ୍ତ ଦର ୨ ଟଙ୍କା ୭୦ କୁ ବୃଦ୍ଧି । ୧୦୦ ୟୁନିଟ୍ ଯାଏ ୩ ଟଙ୍କା ୬୦ ଓ ୨୦୦ ୟୁନିଟ ଯାଏ ୪.୦୫ ପଇସା ହେଲା । ୩୦୦ ୟୁନିଟ ଯାଏ ୪.୫୩ ପଇସା, ୪୦୦ ଯାଏ ୪.୭୮ ଓ ୫ ଶହ ଯାଏ ୫ଟଙ୍କା ଦର ବୃଦ୍ଧି ଧାର୍ଯ୍ୟ କରାଯାଇଛି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 0