spot_img

ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ ବନ୍ଦ

ସମ୍ବଲପୁର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୫ଟି ଗେଟ । ଉପର ମୁଣ୍ଡରୁ ଜଳସ୍ତର ହ୍ରସ ହେଉଥିବାରୁ ଗେଟ ଗୁଡିକ ବନ୍ଦ କରିଦିଆଯାଇଛି । ମୋଟ ୧୨ଟି ଗେଟ ଖୋଲା ଥିବା ବେଳେ ଗତକାଲି ସଂନ୍ଧ୍ୟାରେ ୨ଟି ଓ ଆଜି ସକାଳେ ୩ଟି ଗେଟ ବନ୍ଦ ହୋଇଛି । ତେବେ ବର୍ତ୍ତମାନ ଜଳଭଣ୍ଡାରରେ ସେକେଣ୍ଡ ପ୍ରତି ୧ଲକ୍ଷ ୪୫ ହଜାର ୩୪୬ କ୍ୟୁସେକ ଜଳ ପ୍ରବଶେ କରୁଛି । ସେହିପରି ୧ଲକ୍ଷରୁ ଉର୍ଦ୍ଧ୍ୱ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular