ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୪ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୮୪୨ ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ
ଅନୁଗୁଳ ଜିଲ୍ଲାରୁ ୫ ଜଣ, ବାଲେଶ୍ୱର ୨୮ ଜଣ, ବରଗଡ ୧୨ ଜଣ, ଭଦ୍ରକ ୧୩ ଜଣ, ବଲାଙ୍ଗୀର ୨୩ ଜଣ, କଟକ ୭୦ ଜଣ, ଢେଙ୍କାନାଳ ୫ ଜଣ, ଗଜପତି ୨୩ ଜଣ, ଗଞ୍ଜାମ ୨୨୦ ଜଣ, ଜଗତସିଂହପୁର ୮ ଜଣ, ଯାଜପୁର ୧୦ ଜଣ, ଝାରସୁଗୁଡା ୨ଜଣ, କଳାହାଣ୍ଡି ୯ ଜଣ, କନ୍ଧମାଳ ୨୩ ଜଣ, କେନ୍ଦ୍ରାପଡା ୧୦ ଜଣ, କେନ୍ଦୁଝର ୧୦ ଜଣ, ଖୋର୍ଦ୍ଧା ୧୩୪ ଜଣ, କୋରାପୁଟ ୧୦ ଜଣ, ମାଲକାନ।ଗିରି ୧୧ ଜଣ, ମୟୁରଭଞ୍ଜ ୨୩ ଜଣ, ନବରଙ୍ଗପୁର ୫ ଜଣ, ନୟାଗଡ ୨୩ ଜଣ, ନୂଆପଡ଼ାରୁ ଜଣେ, ପୁରୀ ୫୬ ଜଣ, ରାୟଗଡା ୩୭ ଜଣ, ସମ୍ବଲପୁର ୨୨ ଜଣ, ସୁବର୍ଣ୍ଣପୁର ୮ ଜଣ, ବୌଦ୍ଧରୁ ଜଣେ, ସୁନ୍ଦରଗଡରୁ ୪୦ ଜଣଙ୍କ ମୃତ୍ୟୁ ହୋଇଛି ।
୨୯ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ପଡ଼ିଛି ଦେବଗଡ଼ ଜିଲ୍ଳା ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0