ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୧୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୫୬୯ ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ ।
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୧୪ ଜଣ, ବରଗଡ ୯ଜଣ, ଭଦ୍ରକ ୯ ଜଣ, ବଲାଙ୍ଗୀର ୮ ଜଣ, କଟକ ୩୯ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୧୮ ଜଣ, ଗଞ୍ଜାମ ୨୦୯ ଜଣ, ଜଗତସିଂହପୁର ୬ ଜଣ, ଯାଜପୁର ୬ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୩ ଜଣ, କନ୍ଧମାଳ ୧୩ ଜଣ, କେନ୍ଦ୍ରାପଡା ୩ ଜଣ, କେନ୍ଦୁଝର ୬ ଜଣ, ଖୋର୍ଦ୍ଧା ୭୭ ଜଣ, କୋରାପୁଟ ୫ ଜଣ, ମାଲକାନଗିରି ୮ ଜଣ, ମୟୁରଭଞ୍ଜ ୭ ଜଣ, ନବରଙ୍ଗପୁର ୨ ଜଣ, ନୟାଗଡ ୧୪ ଜଣ, ପୁରୀ ୧୯ ଜଣ, ରାୟଗଡା ୩୧ଜଣ, ସମ୍ବଲପୁର ୧୫ ଜଣ, ସୁବର୍ଣ୍ଣପୁର ୩ ଜଣ, ସୁନ୍ଦରଗଡ ୩୮ଜଣଙ୍କର ମୃତ୍ୟୁ ହୋଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0