spot_img

ମୁଁ ଦଳ ସହ କାମ କରିବି : ପ୍ରଶାନ୍ତ ଜଗଦେବ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସର୍ତ୍ତମୂଳକ ଜାମିନରେ ଆସିବା ପରେ ଗତକାଲି ଚିଲିକା ନିର୍ବାଚନ ମଣ୍ଡଳୀକୁ ଗସ୍ତ କରିଥିଲେ । ବାଲୁଗାଁରୁ ଏକ ବିରାଟ ବାଇକ୍ ରାଲି ବାହାରି ବାଣପୁର ମା ଭଗବତୀଙ୍କୁ ଦର୍ଶନ କରିବା ସହ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ସେ କହିଛନ୍ତି ଯେ ଗତ ଦୁଇ ମାସ ହେବ ଚିଲିକା ମାଟିର ଯେଉଁ ବିକାଶ ଧାରାରେ ରୋକ ଲାଗିଥିଲା ତାହା ପୁଣି ଆରମ୍ଭ ହେବ । ଦଳ ମତେ ନିଲମ୍ବିତ କରିଛି କିନ୍ତୁ ମୁଁ ଦଳ ଛାଡିନି ଏବଂ ମୁଁ ସର୍ବାଦ ବିଜୁ ଜନତା ଦଳ ପାଇଁ କାମ କରିବି ବୋଲି ସେ ତାଙ୍କ ଅଭିଭାଷଣରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular