ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସାରା ରାଜ୍ୟରେ ଭୋଟର କାର୍ଡ ସ୍ପେସିିଆଲ ଡେ କ୍ୟାମ୍ପେନ୍ ଆରମ୍ଭ ହୋଇଯାଇଛି । ସେହିପରି କଟକ ଜିଲ୍ଲା ନରସିଂହପୁର ବ୍ଲକରେ ପ୍ରାୟ ୧୫୬ଟି ସ୍କୁଲରେ ସ୍ପେସିିଆଲ ଡେ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ୧୫୬ ସ୍କୁଲରେ ୧୫୬ ଜଣ ବିଏଲଓ ଓ ୧୬ ଜଣ ସୁପରଭାଇଜରଙ୍କୁ ନେଇ ଚାଲିଛି କ୍ୟାମ୍ପେନ୍ । ନଭେମ୍ବର ୧ ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ । ଭୋଟର କାର୍ଡ ସଂଶୋଧନ , ନୂଆ ଭୋଟର କାର୍ଡ ଓ ରଦ୍ଦ ପ୍ରକ୍ରିୟା ଚାଲିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0