spot_img

ବାତ୍ୟାକୁ ନେଇ IMD ଡିଜିଙ୍କ ସୂଚନା

ବାତ୍ୟା ଆସୁଥିବା ସ୍ପଷ୍ଟ କଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୪ ତାରିଖ ସକାଳେ ଉପକୂଳ ଛୁଇଁବ ବାତ୍ୟା । ଆଜି ପୂବ ର୍ାହ୍ନରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଅତି ପ୍ରବଳ ବର୍ଷା ହେବା ନେଇ ସୂଚନା । ୩ ତାରିଖ ମଧ୍ୟ ରାତିରୁ ବଢିବ ପବନର ବେଗ । ଉପକୂଳରେ ଉତ୍ତର ପୂବକୁ ଗତି କରିବ ବାତ୍ୟା । ବାତ୍ୟାର ପ୍ରଭାବ ଉପକୂଳ ଓଡିଶାରେ ଅଧିକ ରହିବ । ଉପକୂଳରେ ପହଞ୍ଚିଲେ ବି ତୁରନ୍ତ ଉପକୂଳ ଅତିକ୍ରମ କରିବ ନାହିଁ ବାତ୍ୟା । ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ନ ଯିବାକୁ କଲେ ବାରଣ । ଏନେଇ ସୂଚନା ଦେଲେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular