spot_img

ଏଥର ଆମ୍ମାଙ୍କ ବିନା ହେବ ତାମିଲନାଡୁ ନିର୍ବାଚନ

ଚେନ୍ନାଇ: ଏଥର ଆମ୍ମାଙ୍କ ବିନା ହେବ ତାମିଲନାଡୁ ନିର୍ବାଚନ ହେବ । ତେବେ ଏହାର ଫାଇଦା ବିଜେପି ଉଠାଇବ ବୋଲି କୁହାଯାଉଛି । ପୂର୍ବ ରେକର୍ଡ ଅନୁସାରେ ତାମିଲନାଡୁରେ ପ୍ରତି ନିର୍ବାଚନରେ ସରକାର ବଦଳାଇବାର ପରମ୍ପରା ରହିଛି । ଅନ୍ୟପଟେ ଚଳିତ ବର୍ଷ ଆମ୍ମାଙ୍କ ବିନା ତାମିଲନାଡୁ ରାଜନୀତିରେ କିଛି ନୂଆ ଘଟଣା ଘଟିପାରେ ବୋଲି ଅନୁମାନ କରାଯାଉଛି । କିଛି ଦିନ ପୂର୍ବରୁ ରାଜ୍ୟରେ ସେଲିବ୍ରିଟିଙ୍କ ରାଜନୀତି ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଥିଲା । ହେଲେ ଶେଷ ସମୟରେ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରୁ ଦୂରେଇ ଯିବା ଘଟଣା ସମସ୍ତଙ୍କ ଚକିତ କରି ଦେଇଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular