ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ କରୋନାରେ ବଳି ପଡ଼ୁଛି ଅମୂଲ୍ୟ ଜୀବନ । ଆଜି ଦିନକରେ କରୋନାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରୁ ଭୁବନେଶ୍ୱରରୁ ୪ଜଣ, କଟକରୁ ଜଣେ , କଳାହାଣ୍ଡିରୁ ଜଣେ, ଖୋର୍ଦ୍ଧାରୁ ଜଣେ , କୋରାପୁଟରୁ ଜଣେ , ମୟୁରଭଞ୍ଜରୁ ୨ ଜଣ, ପୁରୀରୁ ୩ଜଣ, ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୬୦୫ କୁ ବୃଦ୍ଧି ପାଇଛି ।



Visitors Today : 3
Total Visitors : 130184
Total Views : 9891635
Visitors Online Now : 1