ବଦଳିଲା ଇଣ୍ଡେନ ଗ୍ୟାସ ସିଲିଣ୍ଡର ବୁକିଂର ନିୟମ । ଆଜିଠାରୁ ସିଲିଣ୍ଡର ବୁକିଂ ପାଇଁ ସାରା ଦେଶରେ ନୁଆ ନମ୍ବର ଲାଗୁ ହୋଇଛି । ୭୭୧୮୯୫୫୫୫୫ ଟୋଲ ଫ୍ରି ନମ୍ବର ମାଧ୍ୟମରେ ଘରେ ବସି ଗ୍ୟାସ ବୁକିଂ କରିପାରିବେ ଗ୍ରାହକ । ପୂର୍ବରୁ ବୁକିଂ ପାଇଁ ଅଲଗା ଅଲଗା ନମ୍ବର ଦିଆଯାଇଥିବା ବେଳେ ବର୍ତ୍ତମାନ ସାରା ଦେଶ ପାଇଁ ଗୋଟିଏ ନମ୍ବର ଜାରି ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0